ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଣ୍ଠି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଣ୍ଠି   ବିଶେଷ୍ୟ

ଅର୍ଥ : ତୁଳସୀ ଆଦିର ମାଳା

ଉଦାହରଣ : ମହାତ୍ମାଜୀ କଣ୍ଠି ମାଳା ପିନ୍ଧିଛନ୍ତି

ସମକକ୍ଷ : କଂଠି, କଂଠି ମାଳା, କଣ୍ଠି ମାଳା

तुलसी आदि की माला।

महात्माजी कंठी पहने हुए हैं।
कंठी, कंठी माला, कण्ठी, कण्ठी माला

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace

ଅର୍ଥ : ଛୋଟ ଗୁଟିର ମାଳା

ଉଦାହରଣ : ସୀତା ଗଳାରେ କଣ୍ଠି ଶୋଭା ପାଉଛି

ସମକକ୍ଷ : କଂଠି

छोटी गुरियों का कंठा।

सीता के गले में कंठी सुशोभित है।
कंठी, कण्ठी

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace

ଅର୍ଥ : ବଡ଼ବଡ଼ ମାଳିରେ ଗଢ଼ା ଗଳାର ଏକ ଗହଣା

ଉଦାହରଣ : ଶ୍ୟାମର ଗଳାରେ କଣ୍ଠି ସୁଶୋଭିତ ହେଉଛି

गले का एक गहना जिसमें बड़े-बड़े मनके होते हैं।

श्याम के गले में कंठा सुशोभित है।
कंठा, कण्ठा

Jewelry consisting of a cord or chain (often bearing gems) worn about the neck as an ornament (especially by women).

necklace