ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଣ୍ଟାଗଛ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଣ୍ଟାଗଛ   ବିଶେଷ୍ୟ

ଅର୍ଥ : ଯେଉଁ ଗଛରେ କଣ୍ଟା ଥାଏ

ଉଦାହରଣ : ଜଙ୍ଗଲ ରାସ୍ତାରେ ତାଙ୍କ ଧୋତି କଣ୍ଟାଗଛରେ ଲାଗିଗଲା

ସମକକ୍ଷ : କଣ୍ଟାଳିଆ ଗଛ

वह वनस्पति जिसमें काँटे हों।

जंगली रास्ते में उसकी धोती एक कँटीली वनस्पति में उलझ गयी।
कँटीली वनस्पति