ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଠୋରପଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଠୋରପଣ   ବିଶେଷ୍ୟ

ଅର୍ଥ : କଠୋର ହେବାର ଅବସ୍ଥା ବା ଭାବ

ଉଦାହରଣ : ଶୁଖିଲା ମାଟିର କଠିନତା ଦୂର କରିବାପାଇଁ ସେଥିରେ ପାଣି ଢାଳ

ସମକକ୍ଷ : କଠିନତା, କଠୋରତା

कठोर होने की अवस्था या भाव।

सूखी मिट्टी की कठोरता को दूर करने के लिए उसमें पानी डालो।
कठोरता, कठोरपन, कड़ाई, कड़ापन, पारुष्य, सख़्ती, सख्ती

The physical property of being stiff and resisting bending.

rigidity, rigidness

ଅର୍ଥ : କଠୋର ବ୍ୟବହାର

ଉଦାହରଣ : କେବେକେବେ ପୋଲିସକୁ ଅପରାଧିମାନଙ୍କ ସହିତ କଠୋରତା ଦେଖାଇବାକୁ ପଡ଼େ

ସମକକ୍ଷ : କଠୋରତା

कठोर या सख़्त व्यवहार।

कभी-कभी पुलिस को अपराधियों के साथ सख्ती बरतनी पड़ती है।
कड़ाई, सख़्ती, सख्ती

A cruel act. A deliberate infliction of pain and suffering.

cruelty, inhuman treatment