ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଠିନ ପରୀକ୍ଷା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଠିନ ପରୀକ୍ଷା   ବିଶେଷ୍ୟ

ଅର୍ଥ : ଯେଉଁ ପରୀକ୍ଷାରେ ସଫଳ ହେବାପାଇଁ ବିପଦପୂର୍ଣ୍ଣ କାମ କରିବାକୁ ପଡ଼େ

ଉଦାହରଣ : ଦ୍ରୋଣାଚାର୍ଯ୍ୟ ଏକଲବ୍ୟର କଠିନ ପରୀକ୍ଷା ନେଇଥିଲେ

ସମକକ୍ଷ : ଅଗ୍ନି ପରୀକ୍ଷା, କଡ଼ା ପରୀକ୍ଷା

वह परीक्षा जिसमें सफल होने के लिए जोखिम भरा कार्य करना पड़े।

द्रोणाचार्य ने एकलव्य की कठिन परीक्षा ली थी।
अग्नि परीक्षा, अग्नि-परीक्षा, कठिन परीक्षा, कड़ी परीक्षा, दिव्य परीक्षा, दिव्य-परीक्षा