ଅର୍ଥ : ପ୍ରାଚୀନ କାଳର ଏକ ପରୀକ୍ଷା ଯେଉଁଥିରେ କୌଣସି ବ୍ୟକ୍ତି ହାତରେ ନିଆଁ ନେଇ ବା ନିଆଁରେ ବସି ନିଜର ନିର୍ଦ୍ଦୋଷଭାବ ପ୍ରମାଣିତ କରୁଥିଲେ
ଉଦାହରଣ :
ସୀତା ନିଜ ପବିତ୍ରତା ପ୍ରମାଣିତ କରିବାପାଇଁ ଅଗ୍ନି ପରୀକ୍ଷା ଦେଇଥିଲେ
ଅର୍ଥ : ଯେଉଁ ପରୀକ୍ଷାରେ ସଫଳ ହେବାପାଇଁ ବିପଦପୂର୍ଣ୍ଣ କାମ କରିବାକୁ ପଡ଼େ
ଉଦାହରଣ :
ଦ୍ରୋଣାଚାର୍ଯ୍ୟ ଏକଲବ୍ୟର କଠିନ ପରୀକ୍ଷା ନେଇଥିଲେ
ସମକକ୍ଷ : କଠିନ ପରୀକ୍ଷା, କଡ଼ା ପରୀକ୍ଷା