ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଟୁ   ବିଶେଷ୍ୟ

ଅର୍ଥ : କାବ୍ୟରେ ରସର ବିରୁଦ୍ଧ ବର୍ଣ୍ଣର ବ୍ୟବହାର

ଉଦାହରଣ : ଶୃଙ୍ଗାର ରସରେ ଟ,ଠ,ଡ ଆଦିକୁ କଟୁ କୁହାଯାଏ

काव्य में रस के विरुद्ध वर्णों की योजना।

श्रृंगार रस में ट, ठ, ड आदि वर्ण कटु कहलाते हैं।
कटु

An arrangement of people or things acting as a unit.

A defensive formation.
A formation of planes.
formation

ଅର୍ଥ : ବୈଦ୍ୟଶାସ୍ତ୍ର୍ରର ଛଅ ପ୍ରକାର ରସ ଭିତରୁ ଗୋଟିଏ

ଉଦାହରଣ : କଟୁରସ କାହାରିକୁ ଭଲ ଲାଗେନାହିଁ

ସମକକ୍ଷ : କଟୁରସ

वैद्यक में छः प्रकार के रसों में से एक।

कड़ुवा किसी को नहीं भाता है।
अमधुर, कटु, कटुक, कड़वा, कड़ुआ, कड़ुवा, कड़ू, तिक्त

The taste experience when quinine or coffee is taken into the mouth.

bitter, bitterness