ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଚ୍ଛପୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଚ୍ଛପୀ   ବିଶେଷ୍ୟ

ଅର୍ଥ : ମାଈ କଇଁଚ

ଉଦାହରଣ : ମାଈ କଇଁଚ ପାଣିରେ ପହଁରୁଛି

ସମକକ୍ଷ : ମାଈ କଇଁଚ

मादा कछुआ।

कछुई पानी में तैर रही है।
कच्छपी, कछुई, कर्कटी, दुड़ि, दुलि, द्रणी

Usually herbivorous land turtles having clawed elephant-like limbs. Worldwide in arid area except Australia and Antarctica.

tortoise

ଅର୍ଥ : ଏକ ପ୍ରକାରର ଛୋଟ ବୀଣା

ଉଦାହରଣ : ସାଧୁ ମହାରାଜ କଚ୍ଛପୀ ବଜାଉଛନ୍ତି

एक प्रकार की छोटी वीणा।

साधु महराज कच्छपी बजा रहे हैं।
कच्छपी