ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଙ୍ଗୋ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଙ୍ଗୋ   ବିଶେଷ୍ୟ

ଅର୍ଥ : ଚୀନରେ ଉତ୍ପନ୍ନ ହେଉଥିବା କଳାଚା’

ଉଦାହରଣ : କଙ୍ଗୋର ଇଂଗ୍ରାଜୀ ନାସ୍ତା ଚା’ମଧ୍ୟ କହନ୍ତି

ସମକକ୍ଷ : କଙ୍ଗୋ ଚା’

ଅର୍ଥ : ମଧ୍ୟ ଆଫ୍ରିକାର ଏକ ଦେଶ

ଉଦାହରଣ : କଙ୍ଗୋକୁ ବେଲଜିୟମ୍ ଠାରୁ ୧୯୬୦ରେ ସ୍ୱତନ୍ତ୍ରତା ମିଳିଲା

ସମକକ୍ଷ : କଂଗୋ

A republic in central Africa. Achieved independence from Belgium in 1960.

belgian congo, congo, democratic republic of the congo, zaire

ଅର୍ଥ : ପଶ୍ଚିମ-ମଧ୍ୟ ଆଫ୍ରିକାର ଏକ ଦେଶ

ଉଦାହରଣ : କଙ୍ଗୋକୁ ଫ୍ରାନ୍ସଠାରୁ ୧୯୬୦ ମସିହାରେ ସ୍ୱତନ୍ତ୍ରତା ମିଳିଲା୤

ସମକକ୍ଷ : କଂଗୋ, କଂଗୋ ଗଣତନ୍ତ୍ର, କଙ୍ଗୋ ଗଣତନ୍ତ୍ର

A republic in west-central Africa. Achieved independence from France in 1960.

congo, french congo, republic of the congo

ଅର୍ଥ : ମଧ୍ୟ ଆଫ୍ରିକା ମହାଦ୍ୱୀପର ଏକ ଦେଶ

ଉଦାହରଣ : ଅଙ୍ଗୋଲା କଙ୍ଗୋର ଏକ ପଡ଼ୋଶୀ ଦେଶ

ସମକକ୍ଷ : କଙ୍ଗୋ ଲୋକତାନ୍ତ୍ରିକ ଗଣରାଜ୍ୟ

ଅର୍ଥ : ଗୋଟିଏ ପ୍ରମୁଖ ଆଫ୍ରିକା ନଦୀ

ଉଦାହରଣ : କଙ୍ଗୋ ବିଶ୍ୱର ବଡ଼ ନଦୀ ମଧ୍ୟରୁ ଗୋଟିଏ

ସମକକ୍ଷ : କଙ୍ଗୋ ନଦୀ

ଅର୍ଥ : ଆଫ୍ରିକାର ପ୍ରମୁଖ ନଦୀମାନଙ୍କ ମଧ୍ୟରୁ ଗୋଟିଏ

ଉଦାହରଣ : କଙ୍ଗୋ ବିଶ୍ୱର ସବୁଠାରୁ ଦୀର୍ଘତମ ନଦୀମାନଙ୍କ ମଧ୍ୟରୁ ଗୋଟିଏ

ସମକକ୍ଷ : କଙ୍ଗୋନଦୀ

अफ्रीका की प्रमुख नदियों में से एक।

कॉन्गों विश्व की सबसे लम्बी नदियों में से एक है।
कांगो, कांगो नदी, कान्गो, कान्गो नदी, कॉन्गो, कॉन्गो नदी, कोंगो, कोंगो नदी, कोन्गो, कोन्गो नदी, जैरे नदी

A major African river (one of the world's longest). Flows through Congo into the South Atlantic.

congo, congo river, zaire river

ଅର୍ଥ : ପଶ୍ଚିମ ମଧ୍ୟ ଆଫ୍ରିକା ମହାଦ୍ୱୀପର ଗୋଟିଏ ଦେଶ

ଉଦାହରଣ : କଙ୍ଗୋ ୧୯୬୦ରେ ସ୍ୱତନ୍ତ୍ର ହେଲା

ସମକକ୍ଷ : କଙ୍ଗୋ ଗଣତନ୍ତ୍ର