ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କକମିନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କକମିନା   ବିଶେଷ୍ୟ

ଅର୍ଥ : ପିଲାମାନଙ୍କୁ ଡରାଇବାପାଇଁ କଳ୍ପିତ ଭୟାନକ ଜୀବ

ଉଦାହରଣ : ମା ନିଜ ପିଲାଙ୍କୁ କହୁଥିଲେ, ଶୋଇଯାଅ ନୋହିଲେ କକବାୟା ଆସିବ

ସମକକ୍ଷ : କକ, କକବାୟା

बच्चों को डराने के लिए एक कल्पित भयानक जीव।

माँ अपने बच्चे से कह रही थी कि, सो जाओ नहीं तो हौआ आ जायेगा।
जूजू, भकाऊँ, हौआ, हौवा

An imaginary monster used to frighten children.

bogeyman, booger, boogeyman, bugaboo, bugbear