ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କକବାୟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କକବାୟା   ବିଶେଷ୍ୟ

ଅର୍ଥ : ପିଲାମାନଙ୍କୁ ଡରାଇବାପାଇଁ କଳ୍ପିତ ଭୟାନକ ଜୀବ

ଉଦାହରଣ : ମା ନିଜ ପିଲାଙ୍କୁ କହୁଥିଲେ, ଶୋଇଯାଅ ନୋହିଲେ କକବାୟା ଆସିବ

ସମକକ୍ଷ : କକ, କକମିନା

बच्चों को डराने के लिए एक कल्पित भयानक जीव।

माँ अपने बच्चे से कह रही थी कि, सो जाओ नहीं तो हौआ आ जायेगा।
जूजू, भकाऊँ, हौआ, हौवा

An imaginary monster used to frighten children.

bogeyman, booger, boogeyman, bugaboo, bugbear

ଅର୍ଥ : ପିଲାମାନଙ୍କୁ ଡରାଇବା, ବହଲାଇବାଆଦିପାଇଁ ଯେଉଁକଳ୍ପିତ ଜୀବର ନାମ ପ୍ରୟୋଗ କରାଯାଏ

ଉଦାହରଣ : ମା’ ପିଲାଙ୍କୁ କହୁଥିଲେ, ଶୀଘ୍ର ଖାଇ ନିଅ ନୋହିଲେ କକବାୟା ଆସିଯିବ

ସମକକ୍ଷ : କକମନା, କୋକରମିନା, କୋକୋବାୟା

एक कल्पित जीव का नाम, जिसका प्रयोग बच्चों को डराने, बहकाने आदि के लिए किया जाता है।

माँ बच्चे से कह रही थी, जल्दी खा लो, नहीं तो कोको आ जाएगा।
कोको, कोकोबाबा