ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଇଁଚି ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଇଁଚି   ବିଶେଷ୍ୟ

ଅର୍ଥ : ବାଳ, କନାଆଦି କାଟିବାପାଇଁ ଗୋଟିଏ ହତିଆର

ଉଦାହରଣ : ଏହି କଇଁଚିରେ ଧାର ନାହିଁ

ସମକକ୍ଷ : କତୁରୀ, କର୍ତନୀ

बाल,कपड़े आदि कतरने का एक औज़ार।

इस कैंची में धार नहीं है।
कतरनी, कर्तनी, कैंची, पत्रपाली

An edge tool having two crossed pivoting blades.

pair of scissors, scissors