ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କଂସା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କଂସା   ବିଶେଷ୍ୟ

ଅର୍ଥ : ତମ୍ବା ଓ ଦସ୍ତା କିମ୍ବା ତମ୍ବା ଓ ଟିଣର ମିଶ୍ରଣରୁ ତିଆରି ହୋଇଥିବା ଏକ ମିଶ୍ର ଧାତୁ

ଉଦାହରଣ : ବାସନ ଆଦି ତିଆରି କରିବାପାଇଁ କଂସାର ଉପଯୋଗ କରାଯାଇଥାଏ

ସମକକ୍ଷ : କାଂସ୍ୟ, କାଂସ୍ୟ ଧାତୁ

ताँबे और जस्ते या ताँबे और टीन के योग से बनी हुई एक मिश्र धातु।

काँसे का उपयोग बर्तन आदि बनाने में किया जाता है।
अयाहव, काँसा, कांसा, कांस्य, कांस्य धातु, ताम्रार्द्ध, यूप्य, श्वेतक

An alloy of copper and tin and sometimes other elements. Also any copper-base alloy containing other elements in place of tin.

bronze