ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଔପନ୍ୟାସିକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଔପନ୍ୟାସିକ   ବିଶେଷ୍ୟ

ଅର୍ଥ : ଯେ ଉପନ୍ୟାସ ଲେଖନ୍ତି

ଉଦାହରଣ : ମୁନ୍‌ସୀ ପ୍ରେମଚାନ୍ଦ କୁଶଳୀ ଔପନ୍ୟାସିକମାନଙ୍କ ମଧ୍ୟରେ ଅଗ୍ରଣୀ ଥିଲେ

ସମକକ୍ଷ : ଉପନ୍ୟାସ ଲେଖକ, ଉପନ୍ୟାସକାର

वह जो उपन्यास लिखता हो।

मुंशी प्रेमचंद कुशल उपन्यासकारों में अग्रणी थे।
उपन्यास लेखक, उपन्यास-लेखक, उपन्यासकार

One who writes novels.

novelist

ଔପନ୍ୟାସିକ   ବିଶେଷଣ

ଅର୍ଥ : ଉପନ୍ୟାସ ବିଷୟକ

ଉଦାହରଣ : ଏହି ଲେଖକଙ୍କର ଔପନ୍ୟାସିକ ବିଷୟବସ୍ତୁ ଅତି ରୁଚିପୂର୍ଣ୍ଣ

ସମକକ୍ଷ : ଉପନ୍ୟାସ ସମ୍ବନ୍ଧିତ

उपन्यास-विषयक।

इस लेखक की औपन्यासिक विषय-वस्तु रोचक है।
उपन्यास-संबंधी, औपन्यासिक