ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଡ଼ିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଡ଼ିଆ   ବିଶେଷ୍ୟ

ଅର୍ଥ : ଓଡ଼ିଶା ନିବାସୀ

ଉଦାହରଣ : ଏହି ଛାତ୍ରାବାସରେ କେବଳ ଓଡ଼ିଆ ରହିପାରିବେ

उड़ीसा का मूल या स्थानांतरित निवासी जिसे वहाँ की संस्कृति, धर्म, भाषा आदि विरासत में मिली हुई हो।

इस छात्रावास में केवल उड़िया रह सकते हैं।
उड़िया, ओड़िया

A member of a people in India living in Orissa and neighboring areas.

oriya

ଅର୍ଥ : ଯେଉଁ ଲିପିରେ ଓଡ଼ିଆ ଭାଷା ଲେଖାଯାଏ

ଉଦାହରଣ : ଶିଶୁଟି ମନ୍ଦିରର କାନ୍ଥ ଉପରେ ଲିଖିତ ଓଡ଼ିଆ ଲିପି ପଢ଼ିବାକୁ ଚେଷ୍ଟାକରୁଛି

ସମକକ୍ଷ : ଓଡ଼ିଆ ଲିପି

वह लिपि जिसमें उड़िया भाषा लिखी जाती है।

बच्चा मंदिर के द्वार पर लिखित उड़िया को पढ़ने की कोशिश कर रहा है।
उड़िया, उड़िया लिपि, ओड़िया, ओड़िया लिपि

ଅର୍ଥ : ଓଡ଼ିଶା ରାଜ୍ୟର ଭାଷା

ଉଦାହରଣ : ବହି ଓଡ଼ିଆରେ ଲେଖାଯାଇଛି

ସମକକ୍ଷ : ଓଡ଼ିଆ ଭାଷା

उड़ीसा राज्य की भाषा।

यह पुस्तक उड़िया में लिखी गई है।
उड़िया, उड़िया भाषा, ओड़िया, ओड़िया भाषा

A Magadhan language that is spoken by the Oriya and is the official language of the Indian state of Orissa.

oriya

ଓଡ଼ିଆ   ବିଶେଷଣ

ଅର୍ଥ : ଓଡ଼ିଆ ଭାଷାର ବା ଓଡ଼ିଆ ଭାଷା ସଂବନ୍ଧିତ

ଉଦାହରଣ : ପୁରୀ ବିଷୟରେ ଅଧିକ ତଥ୍ୟ ପ୍ରାପ୍ତ କରିବା ପାଇଁ ମୁଁ କେତେକ ଓଡ଼ିଆ ପୁସ୍ତକ ଅଧ୍ୟୟନ କଲି

ଅର୍ଥ : ଓଡ଼ିଶାର ବା ତା ସମ୍ବନ୍ଧିତ

ଉଦାହରଣ : ଆମେ ଓଡ଼ିଶୀ ନୃତ୍ୟ ଦେଖିବାକୁ ଯାଇଥିଲୁ

ସମକକ୍ଷ : ଓଡ଼ିଶୀ

उड़ीसा का या वहाँ के निवासी, भाषा, संस्कृति इत्यादि से संबंधित।

हम लोग उड़िया लोकनृत्य देखने गए थे।
पुरी के विषय में अधिक जानकारी प्राप्त करने के लिए मैंने कई उड़िया पुस्तकों का अध्ययन किया।
उड़िया, ओड़िया