ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଷ୍ଠୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଷ୍ଠୟ   ବିଶେଷ୍ୟ

ଅର୍ଥ : ଯେଉଁ ବର୍ଣ୍ଣର ଉଚ୍ଚାରଣ ଓଠରୁ ହୋଇଥାଏ

ଉଦାହରଣ : ଓଠ ସହାୟତାରେ ଉଚ୍ଚାରିତ ହେଉଥିବା କାରଣରୁ ପ ବର୍ଗର ବର୍ଣ୍ଣକୁ ଓଷ୍ଠୟ କୁହାଯାଏ

वह वर्ण जिसका उच्चारण ओंठ से होता है।

ओंठो की सहायता से उच्चारित होने के कारण पवर्ग के वर्ण ओष्ठ्य कहलाते हैं।
ओष्ठ्य, ओष्ठ्य वर्ण, ओष्ठ्य-वर्ण