ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଳମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଳମ   ବିଶେଷ୍ୟ

ଅର୍ଥ : କାନ୍ଥଆଦି ତିଆରି କଲାବେଳେ ତାର ସଳଖତା ମାପିବାପାଇଁ ଏକ ପ୍ରକାର ସୂତାଲାଗିଥିବା ନଟୁ ଭଳି ଉପକରଣ

ଉଦାହରଣ : ରାଜମିସ୍ତ୍ରୀ ଦୁଆର ମୁହଁରେ ଓଳମ ଟାଙ୍ଗୁଛି

ସମକକ୍ଷ : ଓଳଣ

दीवारें आदि बनाते समय उनकी सीध नापने का एक प्रकार का डोरेदार लट्टू जैसा उपकरण।

राजमिस्त्री दीवार पर साहुल लटका रहा है।
अधोलंब, अधोलम्ब, साहुल, सौल, सौला

The metal bob of a plumb line.

plumb, plumb bob, plummet