ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଓଜନିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଓଜନିଆ   ବିଶେଷ୍ୟ

ଅର୍ଥ : ଓଜନିଆ ହେବାର ଅବସ୍ଥା ବା ଭାବ

ଉଦାହରଣ : ଓଜନିଆ ହୋଇଥିବାରୁ ସେ ଏହି ବସ୍ତୁକୁ ଉଠାଇପାରିଲା ନାହିଁ

ସମକକ୍ଷ : ଭାରି

भारयुक्त होने की अवस्था या भाव।

भारीपन के कारण वह इस वस्तु को उठा नहीं सका।
गरिमा, गुरुता, गुरुताई, गुरुत्व, भारीपन

The property of being comparatively great in weight.

The heaviness of lead.
heaviness, weightiness

ଓଜନିଆ   ବିଶେଷଣ

ଅର୍ଥ : ଯାହାର ମହତ୍ତ୍ୱ ଆଦି ଅଧିକ ବା ଯେଉଁଥିରେ ଗୁରୁତ୍ୱ ରହିଛି

ଉଦାହରଣ : ଆମକଥାଠାରୁ ଗୁରୁଜୀଙ୍କ କଥା ଗୁରୁତ୍ୱପୂର୍ଣ୍ଣ

ସମକକ୍ଷ : ଗୁରୁତ୍ୱପୂର୍ଣ୍ଣ, ଭାରୀ

जिसका महत्त्व आदि अधिक हो या जिसमें गुरुता हो।

हमारी बात से गुरुजी की बात भारी है।
भारी, वजनदार, वजनी

ଅର୍ଥ : ଯେଉଁଥିରେ ବା ଯାହାର ଅଧିକ ଭାର ବା ବୋଝ ଅଛି

ଉଦାହରଣ : ଭାରୀ ଜିନିଷ ଉଠାଅ ନାହିଁ

ସମକକ୍ଷ : ଓଜନ୍‌ଦାର୍, ଭାରୀ

जिसमें या जिसका अधिक भार या बोझ हो।

भारी समान मत उठाओ।
पीवर, बोझल, बोझिल, बोझैल, भारी, वजनदार, वजनी, वज़नी