ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏସିଡ଼୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏସିଡ଼୍‌   ବିଶେଷ୍ୟ

ଅର୍ଥ : ପାଣିରେ ମିଳେଇ ଯାଉଥିବା ସେହି ଯୌଗିକ ପଦାର୍ଥ ଯାହାର ସ୍ୱାଦ ଖଟା, ଯାହା ଲିଟ୍‌ମସ୍‌ କାଗଜକୁ ଲାଲ୍‌ କରିଦିଏ ଏବଂ କ୍ଷାରକ ସହ ସକ୍ରିୟ ହୋଇ ଲବଣ ତିଆରି କରେ

ଉଦାହରଣ : ଏସିଡ଼୍‌‌ର ପ୍ରୟୋଗ ସାବଧାନତାର ସହ କରିବା ଦରକାର

ସମକକ୍ଷ : ଅମ୍ଳ

वह पानी में घुलनशील यौगिक जिसका स्वाद खट्टा होता है और जो लिटमस को लाल कर देता है और क्षारक से क्रिया करके लवण का निर्माण करता है।

अम्ल का प्रयोग सावधानीपूर्वक करना चाहिए।
अम्ल, एसिड, तेज़ाब, तेजाब

Any of various water-soluble compounds having a sour taste and capable of turning litmus red and reacting with a base to form a salt.

acid