ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏନର୍ଜି ସେକ୍ଟର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏନର୍ଜି ସେକ୍ଟର   ବିଶେଷ୍ୟ

ଅର୍ଥ : ଶକ୍ତି ଉତ୍ପାଦନ ବା ପରିପୂରଣ ସହିତ ସମ୍ବନ୍ଧିତ ଶେୟାରର ଗୋଟିଏ ଶ୍ରେଣୀ ଯେଉଁଥିରେ ତେଲ ବା ଗ୍ୟାସର ଭଣ୍ଡାର ଗୁଡିକର ଅନ୍ବେଷଣ ତଥା ବିକାଶରେ ଲାଗିଥିବା କମ୍ପାନୀଗୁଡିକ,ତେଲ ଏବଂଗ୍ୟାସର ଖନନରେ ସାମିଲ କମ୍ପାନୀ ଗୁଡିକ ବା ଏକୀକୃତ ଶକ୍ତି କମ୍ପାନୀ ଗୁଡିକ ଆସିଥାନ୍ତି

ଉଦାହରଣ : ଭାରତର ଏନର୍ଜି ସେକ୍ଟରରେ ପ୍ରାୟ ନଅ ଆରବ ଡଲାରର ବିଦେଶୀ ନିବେଶର ସମ୍ଭାବନା ଅଛି

ऊर्जा के उत्पादन या आपूर्ति से सम्बन्धित शेयरों की एक श्रेणी जिसमें तेल या गैस के भण्डारों की खोज तथा विकास में लगे व्यवसाय, तेल और गैस की खुदाई में शामिल व्यवसाय या एकीकृत ऊर्जा व्यवसाय आते हैं।

भारत के ऊर्जा व्यवसाय में करीब नौ अरब डॉलर के विदेशी निवेश की सम्भावना है।
ऊर्जा व्यवसाय, एनर्जी सेक्टर