ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକେଶ୍ୱରବାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକେଶ୍ୱରବାଦ   ବିଶେଷ୍ୟ

ଅର୍ଥ : ବେଦାନ୍ତର ଯେଉଁ ସିଦ୍ଧାନ୍ତରେ ଆତ୍ମା ଓ ପରମାତ୍ମାକୁ ଏକବୋଲି ଗ୍ରହଣ କରାଯାଏ ଏବଂ ବ୍ରହ୍ମ ଛଡ଼ା ସବୁ ବସ୍ତୁ ବା ତତ୍ତ୍ୱର ଅସ୍ତିତ୍ୱ ଅବାସ୍ତବିକ ବା ଅସତ୍ୟ ବୋଲି ଧରାଯାଏ

ଉଦାହରଣ : ଆମ ଜେଜେ ଅଦ୍ୱୈତବାଦର ସମର୍ଥକ ଥିଲେ

ସମକକ୍ଷ : ଅଦ୍ୱୈତବାଦ, ଏକାତ୍ମବାଦ

वेदांत का वह सिद्धांत जिसमें आत्मा और परमात्मा को एक माना जाता है और ब्रह्म के सिवा सब वस्तुओं या तत्वों की सत्ता अवास्तविक या असत्य मानी जाती है।

हमारे दादाजी अद्वैतवाद के समर्थक हैं।
अद्वैत, अद्वैतवाद, एकात्मवाद

Belief in a single God.

monotheism