ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକାଗ୍ରଚିତ୍ତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକାଗ୍ରଚିତ୍ତ   ବିଶେଷଣ

ଅର୍ଥ : ଗୋଟିଏ କାମରେ ଲାଗିଥିବା ମାନସିକତା

ଉଦାହରଣ : ସେ ଏକାଗ୍ରଚିତ୍ତ ହୋଇ ନିଜ କାମ କରୁଛି

ସମକକ୍ଷ : ଏକାଗ୍ରମନ, ତନ୍ମୟ

जिसका चित्त या ध्यान किसी एक बात में लगा हो या जो पूरी लगन से किसी एक ही काम या बात में लीन हो।

एकाग्रचित्त विद्यार्थी ही अपना लक्ष्य प्राप्त करता है।
अनन्यचित्त, अनन्यमनस्क, एकचित्त, एकतान, एकाग्र, एकाग्र-चित्त, एकाग्रचित्त, चंचलतारहित, तन्मय, समाविष्ट, समावेशित, स्थिर-चित्त, स्थिरचित्त

Characterized by care and perseverance in carrying out tasks.

A diligent detective investigates all clues.
A diligent search of the files.
diligent

ଅର୍ଥ : ଈଶ୍ୱରଙ୍କ ଠାରେ ହିଁ ଧ୍ୟାନ ଲଗାଉଥିବା ବ୍ୟକ୍ତି

ଉଦାହରଣ : ଏକାଗ୍ରଚିତ୍ତ ଋଷିଙ୍କ ତପସ୍ୟା ଦେଖି ଇନ୍ଦ୍ର ଭୟଭୀତ ହୋଇଗଲେ

ସମକକ୍ଷ : ଅନନ୍ୟଭାବ

ईश्वर में ही ध्यान लगाने वाला।

अनन्यभाव ऋषि की तपस्या देख इन्द्र भयभीत हुआ।
अनन्यभाव