ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଏକାକାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଏକାକାର   ବିଶେଷ୍ୟ

ଅର୍ଥ : ମିଳିମିଶି ଏକ ହେବାର ଅବସ୍ଥା ବା ଭାବ

ଉଦାହରଣ : ଶରୀରର ମୃତ୍ୟୁ ହୁଏ କିନ୍ତୁ ଆତ୍ମାର ନୁହେଁ, ଆତ୍ମା ତ ପରମାତ୍ମାଙ୍କଠାରେ ଏକାକାର ହୋଇଯାଏ

मिल-मिलाकर एक होने की अवस्था या भाव।

शरीर मरता है आत्मा नहीं, आत्मा तो परमात्मा में एकाकार हो जाता है।
एकाकार

ଏକାକାର   ବିଶେଷଣ

ଅର୍ଥ : ମିଶେଇ ଦିଆଯାଇଥିବା ବା ଏକାଠି କରାଯାଇଥିବା

ଉଦାହରଣ : ସେ ଏକ ବଡ଼ ସଂସ୍ଥା ଗଢ଼ିବାପାଇଁ ଛୋଟଛୋଟ ସଂସ୍ଥାଗୁଡ଼ିକୁ ଏକୀକୃତ କଲେ

ସମକକ୍ଷ : ଏକୀକୃତ, ଏକୀଭୂତ

मिलाया हुआ या एक में किया हुआ।

उसने एक बड़ी संस्था बनाने के लिए छोटी-छोटी संस्थाओं को एकीकृत किया।
एकीकृत, एकीभूत

Formed or united into a whole.

incorporate, incorporated, integrated, merged, unified