ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଡ଼ା   ବିଶେଷ୍ୟ

ଅର୍ଥ : ରେଶମ ବଣ୍ଡିଲି ଖୋଲିବାପାଇଁ ଏକ ପ୍ରକାର ଉପକରଣ

ଉଦାହରଣ : ତନ୍ତୀ ସୂତା ବଣ୍ଡିଲି ଖୋଲିବାପାଇଁ ଉଡ଼ା ଖୋଜୁଛି

रेशम की लच्छी खोलने का एक प्रकार का औजार।

जुलाहा लच्छी खोलने के लिए उड़ा ढूँढ रहा है।
उड़ा

ଉଡ଼ା   ବିଶେଷଣ

ଅର୍ଥ : ଯେ ଉଡ଼ିପାରେ

ଉଦାହରଣ : କାଉ ଏକ ଉଡ଼ା ପକ୍ଷୀ

ସମକକ୍ଷ : ଉଡ଼ନ୍ତା