ଅର୍ଥ : ଉଡ଼ାଣବେଳେ ବାୟୁଯାନର ସୁବ୍ୟବସ୍ଥିତ ରଚନା ବା ପ୍ରସ୍ତୁତିଉ
ଉଦାହରଣ :
ଉତ୍ତମ ଉଡାଣ ଯାତ୍ରାକୁ ସଫଳ କରେ
ସମକକ୍ଷ : ଫ୍ଲାଇଟ
ଅର୍ଥ : ଉଡ଼ାଜାହାଜରେ ଗନ୍ତବ୍ୟ ସ୍ଥଳ ପର୍ଯ୍ୟନ୍ତ ଅବଧି ଯାତ୍ରା
ଉଦାହରଣ :
ସେ ଦୁଇଟାବେଳ ବିମାନରେ ଆସୁଛି ପାଗ ଖରାପଥିବାରୁ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି
ଅର୍ଥ : ବେଙ୍ଗଳାପକା ହୋଇଥିବା ଶସ୍ୟକୁ ପବନରେ ଉଡ଼ାଇବା କ୍ରିୟା ବା ଭାବ ଯେଉଁଥିରେ ଚଷୁ ଅଲଗା ହୋଇଯାଏ
ଉଦାହରଣ :
ଉଡ଼ାଣ ପରେ ସେ ଧାନକୁ ଅମାରରେ ରଖିଲେ
ଅର୍ଥ : ମାଲଖମ୍ବର ଏକ ପ୍ରକାର କସରତ
ଉଦାହରଣ :
ଅଶୋକ ବହୁତ ଭଲ ଉଡ଼ାଣ କରିପାରେ