ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଲ୍ଲଙ୍ଘନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଲ୍ଲଙ୍ଘନ   ବିଶେଷ୍ୟ

ଅର୍ଥ : ନିଶ୍ଚୟ, ପ୍ରତିଜ୍ଞା, ନିୟମ, ବା ବିଧିକୁ ଖଣ୍ଡନ କରିବା ବା ତା ବିରୋଧରେ କାମ କରିବା ପ୍ରକ୍ରିୟା

ଉଦାହରଣ : ନିୟମ ଉଲ୍ଲଙ୍ଘନ କରିବା ଲୋକକୁ ଦଣ୍ଡିତ କରାଯିବ

निश्चय, प्रतिज्ञा, नियम या विधि तोड़ने और उसके विरुद्ध काम करने की क्रिया।

नियमों का उल्लंघन करने वालों को दंडित किया जायेगा।
अभिलंघन, अभिलङ्घन, उलंघन, उल्लंघन

An act that disregards an agreement or a right.

He claimed a violation of his rights under the Fifth Amendment.
infringement, violation