ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପି   ବିଶେଷ୍ୟ

ଅର୍ଥ : ମୁଣ୍ଡର ଚମଡ଼ା ଉପରର ସେହି ପତଳା ଝିଲ୍ଲୀ ଯାହା ଛୋଟଛୋଟ ଖଣ୍ଡ ରୂପରେ ଫାଟି ବା କଟିଯାଇ ବାହାରେ

ଉଦାହରଣ : ରୁପି ଛଡ଼ାଇବାପାଇଁ ଲୋକେ ମୁଣ୍ଡରେ ଦହି, ଅଣ୍ଡା,ଲେମ୍ବୁ ଆଦି ଲଗାନ୍ତି

ସମକକ୍ଷ : ରୁପି, ରୁମ୍ପି

सिर के चमड़े के ऊपर की वह पतली झिल्ली जो बहुत छोटे टुकड़ों के रूप में फट या कटकर निकलती है।

रूसी हटाने के लिए लोग सिर पर दही,अंडा,नीबू आदि लगाते हैं।
डैंड्रफ, डैंड्रफ़, डैन्ड्रफ, डैन्ड्रफ़, रुसी, रूसी

Loose scales shed from the scalp.

I could see the dandruff on her shoulders.
dandruff