ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପର   ବିଶେଷଣ

ଅର୍ଥ : ଉପର ଅଂଶ ସହ ସମ୍ବନ୍ଧିତ

ଉଦାହରଣ : ଏହି କବାଟର ଉପରି ଭାଗ ନଷ୍ଟ ହୋଇଯାଇଛି

ସମକକ୍ଷ : ଉପରି

ऊपर का या ऊपर की ओर का या ऊपर से संबंधित।

इस किवाड़ का ऊपरी भाग सड़ गया है।
उत्तर, ऊपरी, बालाई

Higher in place or position.

The upper bunk.
In the upper center of the picture.
The upper stories.
upper

ଅର୍ଥ : ବାହାରୁ ବା ଉପରୁ ଦେଖା ଯାଉଥିବା

ଉଦାହରଣ : ସେ ଯନ୍ତ୍ରର ବାହାର ଭାଗ ସଫାକରୁଛି

ସମକକ୍ଷ : ବର୍ହି, ବାହାର

बाहर या ऊपर से दिखाई देनेवाला।

वह यंत्र के बाहरी भाग की सफाई कर रहा है।
ऊपरी, बाहरी

Being on or toward the outside of the body.

The outer ear.
outer