ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉପଭୋକ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉପଭୋକ୍ତା   ବିଶେଷ୍ୟ

ଅର୍ଥ : ଯେ ବସ୍ତୁ, ସେବା ଆଦି ଉପଭୋଗ କରେ କିମ୍ବା କାମରେ ଲଗାଏ

ଉଦାହରଣ : ଉପଭୋକ୍ତାଙ୍କ ଆବଶ୍ୟକତାକୁ ଦେଖି କମ୍ପାନୀଗୁଡ଼ିକ ନୂଆନୂଆ ଉତ୍ପାଦନ ବଜାରକୁ ଛାଡ଼ୁଛନ୍ତି

वह जो वस्तुएँ, सेवाएँ आदि का उपभोग करता या उन्हें काम में लाता हो।

उपभोक्ता की जरूरतों को देखते हुए कम्पनियाँ नये-नये उत्पाद बाजार में ला रही हैं।
उपभोक्ता, उपयोक्ता, उपयोगकर्ता, उपयोगकर्त्ता, कंस्यूमर, कन्सूमर, कन्स्यूमर, भोक्ता, यूजर

A person who uses goods or services.

consumer

ଉପଭୋକ୍ତା   ବିଶେଷଣ

ଅର୍ଥ : ବସ୍ତୁ,ସେବା ଆଦିର ଉପଭୋଗ କରୁଥିବା ବା ସେଗୁଡ଼ିକୁ କାମରେ ଲଗାଉଥିବା ବ୍ୟକ୍ତି

ଉଦାହରଣ : ଗାଁର ମୋବାଇଲ୍‌ ଉପଭୋକ୍ତାମାନଙ୍କୁ ସବୁବେଳେ ନେଟୱାର୍କ ଉପଲବ୍ଧ ହୁଏନାହିଁ

ସମକକ୍ଷ : ଉପଭୋଗକାରୀ, ଉପଯୋଗକର୍ତ୍ତା, ବ୍ୟବହାରକାରୀ, ଭୋକ୍ତା

वस्तुएँ, सेवाएँ आदि का उपभोग करने वाला या उन्हें काम में लाने वाला।

मोबाइल के उपभोक्ता ग्रामीणों को हमेशा नेटवर्क उपलब्ध नहीं होता है।
उपभोक्ता, उपयोक्ता, उपयोगकर्ता, उपयोगकर्त्ता, कंस्यूमर, कन्सूमर, कन्स्यूमर, भोक्ता, यूजर