ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବିଭାଗ ଅର୍ନ୍ତଗତ ଏକ ଛୋଟ ବିଭାଗ
ଉଦାହରଣ : ଡାକ୍ତରଖାନାରେ ଅନେକ ଉପବିଭାଗ ଥାଏ
ସମକକ୍ଷ : ଅନୁଭାଗ
किसी विभाग के अंतर्गत कोई छोटा विभाग।
A distinct region or subdivision of a territorial or political area or community or group of people.
ଅର୍ଥ : ବିଭାଗର ଅନ୍ତର୍ଗତ ଛୋଟ ବିଭାଗ
ଉଦାହରଣ : କାମର ଆଧିକ୍ୟ ଯୋଗୁଁ ଏହି ବିଭାଗକୁ ଦୁଇଟି ଉପବିଭାଗରେ ବିଭକ୍ତ କରିଦିଆଯାଇଛି
ସମକକ୍ଷ : ଅନ୍ତର୍ବର୍ଗ
किसी उप-विभाग के अंतर्गत कोई छोटा विभाग।
ସଂସ୍ଥାପନ କରନ୍ତୁ