ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁଭାଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁଭାଗ   ବିଶେଷ୍ୟ

ଅର୍ଥ : କୌଣସି ବିଭାଗ ଅର୍ନ୍ତଗତ ଏକ ଛୋଟ ବିଭାଗ

ଉଦାହରଣ : ଡାକ୍ତରଖାନାରେ ଅନେକ ଉପବିଭାଗ ଥାଏ

ସମକକ୍ଷ : ଉପବିଭାଗ

किसी विभाग के अंतर्गत कोई छोटा विभाग।

अस्पताल में कई उप-विभाग होते हैं।
अनुभाग, उप-विभाग, उपविभाग, सेक्शन, सैक्शन

A distinct region or subdivision of a territorial or political area or community or group of people.

No section of the nation is more ardent than the South.
There are three synagogues in the Jewish section.
section

ଅର୍ଥ : ଅଧ୍ୟାୟ ବା ପ୍ରକରଣର ଗୋଟିଏ ଭାଗ

ଉଦାହରଣ : ମୁଁ ଏହି ଅନୁଭାଗର ଅର୍ଥ ଏବେ ବୁଝିପାରି ନାହିଁ

अध्याय या प्रकरण का एक भाग।

इस अनुवाक का अर्थ मैं अभी समझ नहीं पायी हूँ।
अनुवाक, अनुवाक्