ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଦ୍ଗମନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଦ୍ଗମନ   ବିଶେଷ୍ୟ

ଅର୍ଥ : ବହୁତ ଅଧିକ ଭରିଯିବା କାରଣରୁ ପାଣି ଉବୁଟୁବୁ ହୋଇ ଏପାଖସେପାଖ ବୋହିବାର କ୍ରିୟା

ଉଦାହରଣ : ନଦୀ ଉଛୁଳିବାରୁ ବନ୍ଧ ଭାଙ୍ଗିଗଲା

ସମକକ୍ଷ : ଉଚ୍ଛଳନ, ଉଛୁଳିବା

बहुत अधिक भर जाने के कारण जल के छलककर इधर-उधर बहने की क्रिया।

नदी के उद्वेलन से बाँध टूट गया है।
उद्वेलन, छलकना, छलछलाना