ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ପାଦକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ପାଦକ   ବିଶେଷ୍ୟ

ଅର୍ଥ : ଦିଆ ଯାଇଥିବା ସଂଖ୍ୟାକୁ ବିଭାଜିତ କରୁଥିବା ସଂଖ୍ୟା

ଉଦାହରଣ : ଦୁଇ, ତିନି, ଚାରି ଏବଂ ଛଅ ଏସବୁ ବାରର ଗୁଣନୀୟକ

ସମକକ୍ଷ : ଗୁଣନୀୟକ

दी हुई संख्या को विभाजित करनेवाली संख्या।

बारह के गुणनखंड दो,तीन,चार और छः हैं।
गुणनखंड, फैक्टर

One of two or more integers that can be exactly divided into another integer.

What are the 4 factors of 6?.
divisor, factor

ଅର୍ଥ : ଯେ ଉତ୍ପାଦନ କରେ

ଉଦାହରଣ : ଭାରତ ଅଗ୍ରଣୀ ଶସ୍ୟ ଉତ୍ପାଦନକାରୀ ଦେଶମାନଙ୍କ ତାଲିକାରେ ଅଛି

ସମକକ୍ଷ : ଉତ୍ପାଦନ କର୍ତ୍ତା, ଉତ୍ପାଦନକାରୀ

वह जो उत्पादन करता हो।

भारत अग्रणी अनाज उत्पादकों में से एक है।
उत्पादक, उत्पादन कर्ता

Someone who manufactures something.

manufacturer, producer

ଉତ୍ପାଦକ   ବିଶେଷଣ

ଅର୍ଥ : ଯେ ଉତ୍ପାଦନ କରେ

ଉଦାହରଣ : ଭାରତ ଏକ ଶସ୍ୟ ଉତ୍ପାଦକ ଦେଶ

जो उत्पादन करता हो।

भारत एक अनाज उत्पादक देश है।
आवह, उत्पादक, भावक

Producing or capable of producing (especially abundantly).

Productive farmland.
His productive years.
A productive collaboration.
productive