ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ପାଟନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ପାଟନ କରିବା   କ୍ରିୟାପଦ

ଅର୍ଥ : ଛିନ୍ନଭିନ୍ନ ବା ନଷ୍ଟଭ୍ରଷ୍ଟ କରିବା

ଉଦାହରଣ : ରାଜାଙ୍କ ସୈନିକମାନେ ଗାଁଗୁଡ଼ିକୁ ନଷ୍ଟଭ୍ରଷ୍ଟ କରିଦେଲେ

ସମକକ୍ଷ : ଛିନ୍ନଭିନ୍ନ କରିବା, ଧ୍ୱଂସ କରିବା, ନଷ୍ଟଭ୍ରଷ୍ଟ କରିବା

Do away with, cause the destruction or undoing of.

The fire destroyed the house.
destroy, destruct

ଅର୍ଥ : କୌଣସି ଜମାହୋଇଥିବା ବା ଗଢ଼ାହୋଇଥିବା ବସ୍ତୁକୁ ହଟେଇ ଅଲଗା କରିବା

ଉଦାହରଣ : ସେ ଛୋଟ ଗଛକୁ ଅନ୍ୟ ଜାଗାରେ ଲଗାଇବାପାଇଁ ତାକୁ ଓପାଡ଼ିଲା

ସମକକ୍ଷ : ଓପାଡ଼ିବା

किसी ऐसी वस्तु को खींच या निकालकर अलग करना जिसकी जड़ या नीचे का भाग भूमि के भीतर गढ़ा, जमा या धँसा हो।

पेड़-पौधे या कील-काँटे उखाड़ना।
माली खरपतवार उखाड़ रहा है।
उकटना, उकीरना, उखाड़ फेंकना, उखाड़ना, उखारना, उखेड़ना, उखेरना, उचटाना, उछटाना, उछीनना, उत्पाटना, उन्मूलन करना, उपाटना

Pull up (weeds) by their roots.

stub