ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉତ୍ତରଜୀବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉତ୍ତରଜୀବୀ   ବିଶେଷ୍ୟ

ଅର୍ଥ : ମୃତବ୍ୟକ୍ତିଙ୍କ ପରେ ତାଙ୍କସହ କୌଣସି ଭାବରେ ସମ୍ବନ୍ଧ ସ୍ଥାପନ କରୁଥିବା ଜୀବିତ ବ୍ୟକ୍ତି

ଉଦାହରଣ : ମୃତକଙ୍କ ଉତ୍ତରଜୀବୀମାନଙ୍କୁ ଏବେ ପର୍ଯ୍ୟନ୍ତ ଠାବ କରାଯାଇ ପାରିନାହିଁ

किसी भी प्रकार से संबंधित होने वाले की मृत्यु के बाद भी जीनेवाला व्यक्ति।

मृतक के उत्तरजीवियों की पहचान अभी तक नहीं हो पाई है।
उत्तरजीवक, उत्तरजीवी

One who outlives another.

He left his farm to his survivors.
survivor

ଉତ୍ତରଜୀବୀ   ବିଶେଷଣ

ଅର୍ଥ : କାହାରି ମୃତ୍ୟୁ ବା ସମାପ୍ତି ପରେ ବି ତା ସହିତ କୌଣସି ପ୍ରକାରେ ସମ୍ବନ୍ଧିତ ହୋଇଥିବା ଜୀବନ୍ତ ବ୍ୟକ୍ତି

ଉଦାହରଣ : ପିତାଙ୍କ ମୃତ୍ୟୁ ପରେ ତାଙ୍କର ଉତ୍ତରଜୀବୀ ପିଲାମାନେ ଅନାଥ ହୋଇଗଲେ