ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଠେଇ ନେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଠେଇ ନେବା   କ୍ରିୟାପଦ

ଅର୍ଥ : କାହାରି ସ୍ତ୍ରୀକୁ ଧମକେଇ ନେଇଯିବା

ଉଦାହରଣ : ଠିକାଦାର ମୂଲିଆଣୀକୁ ଉଠେଇ ନେଲା

ସମକକ୍ଷ : ଅପହୃତ କରିନେବା, ଭଗେଇ ନେବା, ହରଣଚାଳ କରିନେବା

किसी की स्त्री या पत्नी को भगा ले जाना।

ठीकेदार मज़दूरनी को उढ़ा ले गया।
उढ़ारना, भगाना