ଅର୍ଥ : ଉଚ୍ଚବଂଶୀୟ ଲୋକଙ୍କ ବର୍ଗ ସମୂହ
ଉଦାହରଣ :
ଏଠାରେ କେବଳ ଆଭିଜାତ୍ୟ ବର୍ଗ ପ୍ରବେଶ କରିପାରନ୍ତି
ସମକକ୍ଷ : ଆଭିଜାତ୍ୟ ବର୍ଗ
ଅର୍ଥ : ବୌଦ୍ଧିକ,ସାମାଜିକ ବା ଆର୍ଥିକ ସ୍ଥିତିକୁ ଉପଭୋଗ କରୁଥିବା ଦଳ ବା ବର୍ଗ ବା ଯେଉଁମାନଙ୍କର ବୌଦ୍ଧିକ,ସାମାଜିକ ବା ଆର୍ଥିକ ସ୍ଥିତି ଉତ୍କୃଷ୍ଟ
ଉଦାହରଣ :
ତାଙ୍କୁ କୁଳୀନ ବର୍ଗରେ ଗଣାଯାଏ
ସମକକ୍ଷ : କୁଳୀନ ବର୍ଗ, ସମ୍ଭ୍ରାନ ବର୍ଗ