ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଚାରଣ ସ୍ଥାନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚ୍ଚାରଣ ସ୍ଥାନ   ବିଶେଷ୍ୟ

ଅର୍ଥ : ମୁହଁ ଭିତରର ଯେଉଁ ସ୍ଥାନରେ କୌଣସି ଧ୍ୱନି ଉଚ୍ଚାରଣ କରିବା ସମୟରେ ଜିଭର ସ୍ପର୍ଶ ହୋଇଥାଏ

ଉଦାହରଣ : ହିନ୍ଦୀରେ ତ-ବର୍ଗର ଉଚ୍ଚାରଣ ସ୍ଥାନ ଦନ୍ତ୍ୟ

ସମକକ୍ଷ : ଉଚ୍ଚାରଣ ସ୍ଥଳ

मुँह के अंदर का वह स्थान जहाँ कोई भी ध्वनि उच्चारण करते समय जिह्वा का स्पर्श होता है।

हिंदी में त्-वर्ग का उच्चारण स्थान दंत है।
उच्चारण स्थल, उच्चारण स्थान