ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଉଚ୍ଚାଟନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଉଚ୍ଚାଟନ   ବିଶେଷ୍ୟ

ଅର୍ଥ : ଛଅ ପ୍ରକାରର ତାନ୍ତ୍ରିକ ପ୍ରୟୋଗରୁ ଗୋଟିଏ ଯେଉଁଥିରେ ମନ୍ତ୍ରତନ୍ତ୍ରଆଦିଦ୍ବାରା କାହାରି ମନ କୌଣସି ସ୍ଥାନରୁ ବା କୌଣସି ବ୍ୟକ୍ତିଙ୍କଠାରୁ ହଟାଇ ଦିଆଯାଏ

ଉଦାହରଣ : ସେହି ତାନ୍ତ୍ରିକର ଉଚ୍ଚାଟନ କେବେବି ଅସଫଳ ହୁଏନାହିଁ

छः प्रकार के तांत्रिक प्रयोगों में से एक जिसमें मंत्र-तंत्र आदि के द्वारा किसी का मन किसी भी स्थान से या किसी व्यक्ति की ओर से हटाया जाता है।

उस तांत्रिक का उच्चाटन कभी असफल नहीं होता है।
उच्चाटन