ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇୟରବୁକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇୟରବୁକ   ବିଶେଷ୍ୟ

ଅର୍ଥ : ପ୍ରତିବର୍ଷ ପ୍ରକାଶିତ ହେଉଥିବା ଏକ ପ୍ରକାର କୋଷ

ଉଦାହରଣ : ଇୟରବୁକରେ କୌଣସି ଦେଶ, ସମାଜ ଅଥବା ବର୍ଗ ବିଷୟକ ସମସ୍ତ ପ୍ରକାରର ଜାଣିବାଯୋଗ୍ୟ ତଥ୍ୟ ସଂଗୃହୀତ ହୋଇଥାଏ

ସମକକ୍ଷ : ଅବ୍ଦକୋଷ

प्रतिवर्ष प्रकाशित होने वाला एक प्रकार का कोश।

अब्दकोश में किसी देश, समाज अथवा वर्ग विषयक सर्वप्रकार की जानने योग्य बातों का संग्रह होता है।
अब्दकोश, अब्दकोष, ईयरबुक

A reference book that is published regularly once every year.

annual, yearbook, yearly