ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଶାରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଶାରା   ବିଶେଷ୍ୟ

ଅର୍ଥ : ସଙ୍କେତ ରୂପରେ ହେଉଥିବା କଥନ

ଉଦାହରଣ : କବିଙ୍କ ସାଙ୍କେତିକ କଥନର ମର୍ମ ବୁଝିବା ସହଜ ନୁହେଁ

ସମକକ୍ଷ : ସାଙ୍କେତିକ କଥନ

वह कथन जो संकेत के रूप में हो।

कवि के सांकेतिक कथन का मर्म समझना सरल नहीं है।
इशारा, सांकेतिक कथन

ଅର୍ଥ : ଅଙ୍ଗୁଳିଦ୍ୱାରା କରାଯାଇଥିବା ସଙ୍କେତ

ଉଦାହରଣ : ହରିଶ୍ଚନ୍ଦ୍ର ଅଙ୍ଗୁଳି ସଙ୍କେତରେ ମୋତେ ଡାକୁଛନ୍ତି

ସମକକ୍ଷ : ଅଙ୍ଗୁଳି ସଙ୍କେତ

उँगली द्वारा किया जाने वाला संकेत।

हरिश्चन्द्र इशारे से मुझे बुला रहा है।
अंगुली संकेत, इशारा, उँगली संकेत

The act of signaling by a movement of the hand.

wafture, wave, waving

ଅର୍ଥ : କୌଣସି ହାଲୁକା ଆଧାର ବା ସାହାରା

ଉଦାହରଣ : ଟଳଟଳ ବିଶ୍ବାସର ସୂକ୍ଷ୍ମ ଆଧାର ଉପରେ ତିଷ୍ଠି ରହିଥିବା ସମ୍ବନ୍ଧ କେତେ ସମୟ ପର୍ଯ୍ୟନ୍ତ ରହି ପାରିବ

ସମକକ୍ଷ : ସୂକ୍ଷ୍ମ ଆଧାର

कोई हल्का आधार या सहारा।

डगमगाते विश्वास के सूक्ष्म आधार पर टिका संबंध कब तक बना रह सकता है।
इशारा, सूक्ष्म आधार