ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇନ୍ଦ୍ରିୟଗମ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇନ୍ଦ୍ରିୟଗମ୍ୟ   ବିଶେଷଣ

ଅର୍ଥ : ଯହାଙ୍କର ଜ୍ଞାନ ବା ଅନୁଭବ ଇନ୍ଦ୍ରିୟଦ୍ୱାରା ହୋଇଥାଏ

ଉଦାହରଣ : ଆଖିରେ ଦେଖାଯାଉଥିବା ଜିନିଷଗୁଡ଼ିକ ସବୁ ଇନ୍ଦ୍ରିୟଗମ୍ୟ

ସମକକ୍ଷ : ଇନ୍ଦ୍ରିୟ ଗୋଚର, ପ୍ରତ୍ୟକ୍ଷ

जिसका ज्ञान या अनुभव इंद्रियों से हो सके।

दिखाई देनेवाली सभी वस्तुएँ इंद्रियगम्य हैं।
अपरोक्ष, इंद्रिय गोचर, इंद्रियगम्य, इंद्रियगोचर, इंद्रियग्राह्य, इन्द्रियगोचर, गोचर, प्रत्यक्ष

Capable of being perceived by the mind or senses.

A perceptible limp.
Easily perceptible sounds.
Perceptible changes in behavior.
A perceptible sense of expectation in the court.
perceptible