ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇନ୍ଦ୍ରଧନୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇନ୍ଦ୍ରଧନୁ   ବିଶେଷ୍ୟ

ଅର୍ଥ : ବର୍ଷାକାଳରେ ଆକାଶରେ ସୂର୍ଯ୍ୟଙ୍କ ସମ୍ମୁଖ ଭାଗସ୍ଥ ଦିଗରେ ଦେଖାଯିବା ସାତରଙ୍ଗର ଅର୍ଦ୍ଧବୃତ୍ତ

ଉଦାହରଣ : ବର୍ଷାଦିନେ ଇନ୍ଦ୍ରଧନୁ ଆକାଶପାଇଁ ଅପୂର୍ବ ସୌନ୍ଦର୍ଯ୍ୟର ଉପାଦାନ ହୁଏ

ସମକକ୍ଷ : ଇନ୍ଦ୍ରଚାପ, ଇନ୍ଦ୍ରାୟୁଧ

सात रंगों का वह अर्द्धवृत्त जो वर्षाकाल में आकाश में सूर्य के सामने की दिशा में दिखाई देता है।

वर्षा काल में इंद्रधनुष आकाश की ख़ूबसूरती में चार चाँद लगा देता है।
इंद्र-चाप, इंद्र-धनु, इंद्र-धनुष, इंद्रचाप, इंद्रधनु, इंद्रधनुष, इंद्रायुध, इन्द्र-चाप, इन्द्र-धनु, इन्द्र-धनुष, इन्द्रचाप, इन्द्रधनु, इन्द्रधनुष, इन्द्रायुध, घनकोदंड, घनकोदण्ड, धनक, मेघधनु, शक्रकार्म्भुक, शक्रचाप, शक्रधनु, शक्रधनुष, सुरधनु, सुरधनुष

An arc of colored light in the sky caused by refraction of the sun's rays by rain.

rainbow