ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇନସ୍ୟୁରାନସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇନସ୍ୟୁରାନସ   ବିଶେଷ୍ୟ

ଅର୍ଥ : କୌଣସି ପ୍ରକାରର ସମ୍ଭାବିତ କ୍ଷତି ହେବାପରେ କିଛି ପରିମାଣର ଟଙ୍କା ଦେବା ପ୍ରକ୍ରିୟା ଯାହା କିଛି ନିଶ୍ଚିତ ଧନ ବା କେତେକ କିସ୍ତିରେ ଦେଇ ତା ବଦଳରେ ନିଆଯାଇଥାଏ

ଉଦାହରଣ : ତାଙ୍କ କାରର ବୀମା ସେ କରିଛନ୍ତି

ସମକକ୍ଷ : ବୀମା

किसी प्रकार की संभावित हानि होने पर कुछ रकम देने की ज़िम्मेदारी जो कुछ निश्चित धन या कुछ किस्तों में दे कर उसके बदले में ली जाती है।

उसने अपनी कार का बीमा कराया है।
इंश्योरेंस, इन्श्योरेन्स, बीमा

Promise of reimbursement in the case of loss. Paid to people or companies so concerned about hazards that they have made prepayments to an insurance company.

insurance