ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇନଫ୍ଲୁଏନଜା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇନଫ୍ଲୁଏନଜା   ବିଶେଷ୍ୟ

ଅର୍ଥ : ଶ୍ୱାସନଳୀ ଜନିତ ଗୋଟିଏ ତୀବ୍ର ସାଂସର୍ଗିକ ସଂକ୍ରାମକ ରୋଗ

ଉଦାହରଣ : ଇନଫ୍ଲୁଏନଜା ଦୁଇରୁ ସାତ ଦିନ ଧରି ରହିଥାଏ

ସମକକ୍ଷ : ଫ୍ଲୁ

An acute febrile highly contagious viral disease.

flu, grippe, influenza