ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଣ୍ଟରନେଟ୍ ପ୍ରୋଟକଲ ଆଡ୍ରେସ୍ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ପ୍ରତ୍ୟେକ କମ୍ପ୍ୟୁଟର, ପ୍ରିଣ୍ଟର୍ ଆଦି ଉପକରଣଗୁଡିକରେ ଦିଆଯାଇଥିବା ସଂଖ୍ୟା

ଉଦାହରଣ : ଆଇପି ଠିକଣାରେ ଆମେ ନେଟୱର୍କ ଇଂଟରଫେସରେ ପହଞ୍ଚିପାରୁ ତଥା ଏହି ଉପକରଣ କେଉଁଠାରେ ରହିଛି ଏହାର ପତ୍ତା ଲଗାଇବାରେ ସକ୍ଷମ ହେଉ

ସମକକ୍ଷ : ଆଇପି ଆଡ୍ରେସ୍, ଆଇପି ଠିକଣା

हर एक कम्प्यूटर, प्रिंटर आदि जैसे उपकरणों को दी गई संख्या।

आईपी पते से हम नेटवर्क इंटरफेस की पहचान कर सकते हैं तथा वह उपकरण कहाँ है इसका भी पता लगा सकते हैं।
आईपी अड्रेस, आईपी ऐड्रेस, आईपी पता, इंटरनेट प्रोटोकॉल अड्रेस, इंटरनेट प्रोटोकॉल ऐड्रेस

(computer science) the code that identifies where a piece of information is stored.

address, computer address, reference