ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଟା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଟା   ବିଶେଷ୍ୟ

ଅର୍ଥ : ପୋଡ଼ା ମାଟିର ବିଶେଷକରି ଆୟତକାର ଲମ୍ବା ଆକୃତିର ଖଣ୍ଡ ଯାହାକୁ ଯୋଡ଼ି କାନ୍ଥ ତିଆରି କରାଯାଏ

ଉଦାହରଣ : ଏହି ଘର ନିର୍ମାଣପାଇଁ ଏକ ଲକ୍ଷ ଇଟା ଲାଗିବ

ସମକକ୍ଷ : ଇଷ୍ଟକ

ढला हुआ मिट्टी का विशेषकर चौकोर लम्बा टुकड़ा जिसे जोड़कर दीवार बनाई जाती है।

इस भवन के निर्माण में लगभग एक लाख ईंटें लगेंगी।
इष्ट, इष्टक, इष्टका, ईंट, ईंटा

Rectangular block of clay baked by the sun or in a kiln. Used as a building or paving material.

brick

ଅର୍ଥ : ମାନବ ନିର୍ମିତ ଗୋଟିଏ ପଥର

ଉଦାହରଣ : ଇଟା ରକ୍ତିମା ଯୁକ୍ତ ନୀଳ ରଙ୍ଗର ହୋଇଥାଏ

एक मानव निर्मित पत्थर।

तामड़ा ललाई लिए नीले रंग का होता है।
तामड़ा

ଅର୍ଥ : ଇଟା ଆକୃତିର ବା ଇଟାର ଆକାର-ପ୍ରକାରର ନେଇ ବିଶେଷ କରି ସୁନା ଆଦି ବସ୍ତୁ

ଉଦାହରଣ : ଶେଠଙ୍କ ପାଖରେ ସୁନା ଇଟା ଅଛି

ईंट के जैसी या ईंट के आकार-प्रकार की कोई वस्तु विशेषकर सोने आदि की।

सेठजी के पास सोने की ईंट है।
ईंट