ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଇଚ୍ଛାହୀନତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଇଚ୍ଛାହୀନତା   ବିଶେଷ୍ୟ

ଅର୍ଥ : କୌଣସି କଥା ବା ବସ୍ତୁର ପ୍ରାପ୍ତି ଆଡ଼କୁ ଧ୍ୟାନ ନେଉନଥିବା ମନୋବୃତ୍ତି

ଉଦାହରଣ : ଇଚ୍ଛାହୀନତା କାରଣରୁ ତାର କୌଣସି କାମରେ ମନ ଲାଗୁନାହିଁ

ସମକକ୍ଷ : ଅନାକାଂକ୍ଷା, ଅନିଚ୍ଛା, ଅସ୍ପୃହା, ନିସ୍ପୃହତା

वह मनोवृत्ति जो किसी बात या वस्तु की प्राप्ति की ओर ध्यान नहीं ले जाती हो।

अनिच्छा के कारण उसका किसी काम में मन नहीं लगता।
अकामता, अनभिलाषिता, अनाकांक्षा, अनिच्छा, अनीहा, अस्पृहा, इच्छाहीनता, निस्पृहता

The trait of being unwilling.

His unwillingness to cooperate vetoed every proposal I made.
In spite of our warnings he plowed ahead with the involuntariness of an automaton.
involuntariness, unwillingness