ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆହାର କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆହାର କରିବା   କ୍ରିୟାପଦ

ଅର୍ଥ : ଆହାରଆଦିକୁ ମୁଁହଦ୍ୱାରା ପେଟ ଭିତରକୁ ନେଇଯିବା

ଉଦାହରଣ : ବାଘ ମାଂସ ଖାଉଛି

ସମକକ୍ଷ : ଖାଇବା

आहार आदि को मुँह के द्वारा पेट के अंदर ले जाना।

शेर मांस खा रहा है।
अहारना, खाना, मुँह चलाना

Take in solid food.

She was eating a banana.
What did you eat for dinner last night?.
eat

ଅର୍ଥ : ଖାଦ୍ୟଦ୍ୱାରା ଶରୀରକୁ ପୋଷଣ କରିବା ବା ଖାଦ୍ୟପଦାର୍ଥ ସେବନକରି ଶାରୀରିକ ପ୍ରକ୍ରିୟା ଜାରି ରଖିବା

ଉଦାହରଣ : ମହାତ୍ମା କେବଳ ଫଳ ଓ ଦୁଧରେ ନିଜର ପୋଷଣ କରନ୍ତି

ସମକକ୍ଷ : ପାଳିତ କରିବା, ପୁଷ୍ଟିକରଣ କରିବା, ପୋଷଣ କରିବା, ବର୍ଦ୍ଧନ କରିବା, ଭୋଜନ କରିବା

* खाद्य द्वारा शरीर को पोषित करना या खाद्य वस्तुओं का सेवन करके शारीरिक क्रियाओं को बनाए रखना।

महात्माजी केवल फल और दूध पर अपने को पोषित करते हैं।
जीवित रखना, पालित करना, पोषित करना

Provide with nourishment.

We sustained ourselves on bread and water.
This kind of food is not nourishing for young children.
nourish, nurture, sustain