ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆହାର୍ଯ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆହାର୍ଯ୍ୟ   ବିଶେଷ୍ୟ

ଅର୍ଥ : ସାହିତ୍ୟରେ ଏକ ପ୍ରକାରର ଅନୁଭାବ ଯେଉଁଥିରେ ନାୟକ ଏବଂ ନାୟିକା ଜଣେ ଅନ୍ୟ ଜଣଙ୍କର ବେଶ ଧାରଣ କରି ବିହାର କରନ୍ତି

ଉଦାହରଣ : ସୂରଦାସଙ୍କ ରଚନାମାନଙ୍କରେ ରାଧା କୃଷ୍ଣଙ୍କ ଆହାର୍ଯ୍ୟର ବଡ ସୁନ୍ଦର ବର୍ଣ୍ଣନା ମିଳେ

साहित्य में एक प्रकार का अनुभाव जिसमे नायक और नायिका एक दूसरे का वेष धारण करके विहार करते हैं।

सूरदास की रचनाओं में राधा कृष्ण के आहार्य्य का बड़ा सुंदर वर्णन मिलता है।
आहार्य्य

ଅର୍ଥ : ବୈଦ୍ୟ ଶାସ୍ତ୍ର ଅନୁସାରେ କଟାକଟି ବା ଶଲ୍ୟ ଚିକିତ୍ସା ବିନା ଯେଉଁ ରୋଗ ଭଲ ହୁଏ ନାହିଁ

ଉଦାହରଣ : ଆହାର୍ଯ୍ୟରେ ପୀଡିତ ରୋଗୀ ପାଖରେ ଶଲ୍ୟ ଚିକିତ୍ସା ନିମନ୍ତେ ପଇସା ନାହିଁ

वैद्यक के अनुसार ऐसा रोग जो बिना चीर-फाड़ या शल्य-चिकित्सा के ठीक नहीं होता हो।

आहार्य्य से पीड़ित रोगी के पास शल्य-चिकित्सा के लिए पैसे नहीं हैं।
आहार्य्य

ଅର୍ଥ : ବିଶେଷ ପ୍ରକାରର ବେଶ-ଭୂଷା ଧାରଣ କରି କରାଯାଉଥିବା ଯେଉଁ ବିଶିଷ୍ଟ ପ୍ରକାର ଅଭିନୟରେ ଅଭିନେତାକୁ କିଛି କହିବାକୁ ବା କରିବାକୁ ପଡେ ନାହିଁ କେବଳ ତାହାର ବେଶ ଭୂଷାରେ କାମ ଚଳିଯାଏ

ଉଦାହରଣ : ଆହାର୍ଯ୍ୟାଭିନୟରେ ତାର କୌଣସି ଉତ୍ତର ନଥିଲା

ସମକକ୍ଷ : ଆହାର୍ଯ୍ୟାଭିନୟ

विशेष प्रकार की वेष-भूषा धारण करके किया जाने वाला वह विशिष्ट प्रकार का अभिनय जिसमें अभिनेता को कुछ बोलना या करना नहीं पड़ता तथा केवल उसकी वेशभूषा से ही काम चल जाता है।

आहार्य्य में उसका कोई जवाब न था।
आहार्य्य, आहार्य्याभिनय

A performance using gestures and body movements without words.

dumb show, mime, pantomime

ଆହାର୍ଯ୍ୟ   ବିଶେଷଣ

ଅର୍ଥ : ଆହାରର ବା ଆହାର ସହିତ ସମ୍ବନ୍ଧିତ

ଉଦାହରଣ : ମାଆ ଆହାର୍ଯ୍ୟ ବସ୍ତୁଗୁଡ଼ିକୁ ବନ୍ଦ ଡବାରେ ରଖୁଛନ୍ତି

आहार का या आहार से संबंधित।

माँ आहारीय वस्तुओं को बंद डिब्बों में रख रही है।
आहारिक, आहारीय