ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆହାର୍ଯ୍ୟାଭିନୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆହାର୍ଯ୍ୟାଭିନୟ   ବିଶେଷ୍ୟ

ଅର୍ଥ : ବିଶେଷ ପ୍ରକାରର ବେଶ-ଭୂଷା ଧାରଣ କରି କରାଯାଉଥିବା ଯେଉଁ ବିଶିଷ୍ଟ ପ୍ରକାର ଅଭିନୟରେ ଅଭିନେତାକୁ କିଛି କହିବାକୁ ବା କରିବାକୁ ପଡେ ନାହିଁ କେବଳ ତାହାର ବେଶ ଭୂଷାରେ କାମ ଚଳିଯାଏ

ଉଦାହରଣ : ଆହାର୍ଯ୍ୟାଭିନୟରେ ତାର କୌଣସି ଉତ୍ତର ନଥିଲା

ସମକକ୍ଷ : ଆହାର୍ଯ୍ୟ

विशेष प्रकार की वेष-भूषा धारण करके किया जाने वाला वह विशिष्ट प्रकार का अभिनय जिसमें अभिनेता को कुछ बोलना या करना नहीं पड़ता तथा केवल उसकी वेशभूषा से ही काम चल जाता है।

आहार्य्य में उसका कोई जवाब न था।
आहार्य्य, आहार्य्याभिनय

A performance using gestures and body movements without words.

dumb show, mime, pantomime